ଓଡ଼ିଶା: ଆଜିର ଫଟୋ (ଜୁନ୍ ୯, ୨୦୨୦)

ଭୁବନେଶ୍ୱରରେ ଶ୍ରମିକମାନେ କାର୍ଯ୍ୟ ଅଭିମୁଖେ ବାହାରିଛନ୍ତି

 

ଭୁବନେଶ୍ୱର ରେଳଷ୍ଟେଶନରେ ଯାତ୍ରୀଙ୍କର ଥର୍ମାଲ ସ୍କ୍ରିନିଙ୍ଗ କରାଯାଉଛି

ରାଜ୍ୟର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ୮୯ତମ ଜନ୍ମଦିନ ଅବସରରେ ଭୁବନେଶ୍ୱରର ରାଜଭବନ ନିକଟସ୍ଥ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

ରାଜଧାନୀରେ ବିପଦଜନକ ଭାବେ ଲୋକେ ରାସ୍ତା ପାରି ହେଉଛନ୍ତି

ଶ୍ରୀକ୍ଷେତ୍ରରେ ସାନ୍ଧ୍ୟକାଳିନ ରଙ୍ଗୀନ ଆକାଶ