ପୁରୀର ଏକ ମସଜିଦରେ ମୁସଲମାନ ଭାଇମାନେ ଇଦ ପର୍ବ ପାଳନ କରୁଛନ୍ତି
ଶ୍ରୀମନ୍ଦିର ରେ ମହାପ୍ରଭୁଙ୍କ ନୀତି ଚାଲୁଥିବାରୁ ଦର୍ଶନ ବନ୍ଦ ରହିଛି । ଭକ୍ତ ମାନେ ପ୍ରବଳ ଖରାରେ ସିଂହଦ୍ୱାର ସମୁଖରେ ଅପେକ୍ଷା କରିଛନ୍ତି ।
ବାସନ୍ତୀ ଦୁର୍ଗା ପୂଜା ପାଇଁ କଟକ ଚାନ୍ଦିନୀଚୋୖକ ପୂଜା ମଣ୍ଡପରେ ଚାଲିଛି ପ୍ରସ୍ତୁତି