ଓଡ଼ିଶା: ଆଜିର ଫଟୋ (ମେ ୩୦, ୨୦୨୦)

ରାଜଧାନୀରେ ଟାଣ ଖରା

 

ପୁରୀ ଶ୍ରୀମନ୍ଦିର ସମ୍ମୁଖରେ ସଭିଏଁ ବୋଲିଲେ ‘ବନ୍ଦେ ଉତ୍କଳ ଜନନୀ’

 

ବ୍ରହ୍ମପୁର ସହରରେ ପିପିଇ କିଟ ପିନ୍ଧିଥିବା  ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ

 

ଜମୁଛି ମାସ୍କ ବେପାର

 

ପୁରୀ ରଥଖଳାରେ ଆଗେଇ ଚାଲିଛି ରଥ କାମ

 

କଟକରେ ବ୍ୟବସାୟୀଙ୍କ ପାଖରେ ଆଉ ଜମୁନି ଭିଡ଼

 

କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ‘ଧରିତ୍ରୀ’ କାର୍ଯ୍ୟାଳୟ ପରିସରରେ ସମ୍ପାଦକ, ମୁଖ୍ୟ କାର୍ଯ୍ୟନିର୍ବାହୀଙ୍କ ସମେତ କର୍ମଚାରୀମାନେ ମିଳିତ ଭାବେ ଗାନ କରୁଛନ୍ତି ‘ବନ୍ଦେ ଉତ୍କଳ ଜନନୀ’