ଓଡ଼ିଶା: ଆଜିର ଫଟୋ

ସମ୍ଭାବ୍ୟ ବାତ୍ୟାର ମୁକାବିଲା ନେଇ କଟକରେ ଅଗ୍ନିଶମ ବିଭାଗ ପକ୍ଷରୁ ପ୍ରସ୍ତୁତି

ରସୁଲଗଡ଼ ଆଶ୍ରମ ସ୍କୁଲରେ ପ୍ରବାସୀ ଓଡ଼ିଆଙ୍କୁ ସରକାରଙ୍କ ପକ୍ଷରୁ ରନ୍ଧାଖାଦ୍ୟ ଦିଆଯାଉଛି। ଖାଦ୍ୟଦେବା ସମୟରେ ସାମାଜିକ ଦୂରତ୍ୱ ରକ୍ଷା କରାଯାଉନାହିଁ

ରାଜଧାନୀରେ ପ୍ରବଳ ଗରମ: ଚନ୍ଦ୍ରଶେଖରପୁର ସାମନ୍ତପୁରୀ ବସ୍ତିରେ ଜଣେ ଶିଶୁ ପାଣିଟ୍ୟାପ୍‌ରୁ ବାହାରୁଥିବା ପାଣିରେ ଗାଧୋଉଛି


ଭିଏସ୍‌ଏସ୍‌ ନଗର ବ୍ରିଜ୍‌ ତଳେ ଥିବା ଗ୍ରୀଲ୍‌ରେ ଜଣେ ଶିଶୁ ପଶି ଆରପଟକୁ ଯାଉଛି

ଜୟଦେବ ବିହାର ରୋଡ୍‌ରେ ଅଗ୍ନିଶମ ବିଭାଗ ପକ୍ଷରୁ ସାନିଟାଇଜେଶନ କାର୍ଯ୍ୟ କରାଯାଉଛି