ଓଡ଼ିଶା: ଆଜିର ଫଟୋ

ଭୁବନେଶ୍ୱରରେ ସାମାଜିକ ଦୂରତ୍ୱ ରକ୍ଷା ହେଉ ନଥିବାରୁ ୟୁନିଟ-୧ ରାସ୍ତାପାର୍ଶ୍ଵରେ ଥିବା ଦୋକାନଗୁଡିକୁ ବିଏମସି ପକ୍ଷରୁ ଉଛେଦ କରାଯାଉଛି

 

ଯାନବାହନ ଚଳାଚଳ କଟକଣା କୋହଳ ହେବାପରେ ଭୁବନେଶ୍ୱରରେ ଅଟୋ ଯାତାୟାତ ହେଉଛି

 

କଟକ ଶିଶୁଭବନ ସମ୍ମୁଖ ରାସ୍ତାରେ ସାମାଜିକ ଦୂରତ୍ୱ ରକ୍ଷା କରିବା ପାଇଁ ରାସ୍ତା ପାର୍ଶ୍ଵ ଦୋକାନୀଙ୍କୁ ତାଗିଦ କରୁଛନ୍ତି ପୋଲିସ କର୍ମଚାରୀ

 

ଜଣେ ବ୍ୟକ୍ତି ହାତରେ ଏକ ବଡ ଛତାନେଇ ଭୁବନେଶ୍ୱରର ମାର୍କେଟ ବିଲଡିଂ ପାର୍ଶ୍ୱ ରାସ୍ତାରେ ଯାଉଛନ୍ତି

 

ବାତ୍ୟା ‘ଅମ୍ଫନ୍’ ପ୍ରଭାବରେ ପୁରୀରେ ସମୁଦ୍ର ଅଶାନ୍ତ ହୋଇପଡ଼ିଛି

 

କଟକ କାଠଯୋଡ଼ି ନଦୀ ପାର୍ଶ୍ୱ ରିଙ୍ଗ ବନ୍ଧ ରାସ୍ତାରେ ଦୃଶ୍ୟମାନ ମେଘାଚ୍ଛନ୍ନ ଆକାଶ