ଓଡ଼ିଶା: ଆଜିର ଫଟୋ

ସାବିତ୍ରୀ ଅମାବାସ୍ୟାରେ ମହାପ୍ରସାଦ ପାଇଁ ଶ୍ରୀମନ୍ଦିର ସମ୍ମୁଖରେ ଶ୍ରଦ୍ଧାଳୁ

ପୁରୀଘାଟ ଦେବୀଗଡ଼ା କାଠଯୋଡି ନଦୀତଟ ପାର୍ଶ୍ୱରେ ଥିବା ବରଗଛ ମୂଳରେ ସାବିତ୍ରୀ ବ୍ରତପୂଜା କରୁଥିବା ବିହାରୀ ସମ୍ପ୍ରଦାୟର ମହିଳାମାନେ

ଲକ୍‌ଡାଉନ ୪.୦ ନିୟମରେ କୋହଳ ହେବା ପରେ ଶୁକ୍ରବାର ପ୍ରଥମ କରି ଭୁବନେଶ୍ୱର ରେଲଓ୍ବେ ଷ୍ଟେଶନର ଟିକେଟ କାଉଣ୍ଟର ଖୋଲିଛି

ନିମଖଣ୍ଡି ପ୍ରାଥମିକ ବିଦ୍ୟାଳୟରେ ପ୍ରବାସୀ ଓଡିଆମାନେ ଛାତ୍ରୀଛାତ୍ରଙ୍କ ପାଇଁ ଶିକ୍ଷଣ ଉପକରଣ ପ୍ରସ୍ତୁତ କରିଛନ୍ତି

ଆଳୁ ବୋଝେଇ ଟ୍ରକ ଉପରେ ବହୁ ଲୋକ ବସି ଯାଉଛନ୍ତି