Categories: ଜାତୀୟ

କଂଗ୍ରେସରେ ଯୋଗ ଦେଲେ ଭାଜପା ନେତା

ବେଙ୍ଗାଲୁରୁ,୧୪।୧୧: କଂଗ୍ରେସ ଦେଶରେ ତା’ର ସ୍ଥିତି ହରାଇବାକୁ ଯାଉଥିବା ବେଳେ ଏବେ କିନ୍ତୁ କିଛି ସ୍ଥାନରେ ଲୋକେ ତଥା ରାଜନେତାମାନେ ଭାରତୀୟ ଜନତା ପାର୍ଟି(ଭାଜପା) ଉପରେ ଅସନ୍ତୁଷ୍ଟ ହେଉଥିବା ଦେଖାଯାଇଛି। ଗୁରୁବାର କର୍ନାଟକ ବେଲଗାମର ଭାଜପା ନେତା ତଥା ପୂର୍ବତନ ବିଧାୟକ ରାଜୁ କାଗେ କଂଗ୍ରେସରେ ଯୋଗ ଦେଇଛନ୍ତି। କଂଗ୍ରେସ ନେତା ସିଦ୍ଧରମେୟା ଓ ଦିନେଶ ଗୁଣ୍ଡୁ ରାଓଙ୍କ ଉପସ୍ଥିତିରେ ସେ କଂଗ୍ରେସରେ ଯୋଗ ଦେଇଛନ୍ତି।

Share