Posted inଜାତୀୟ

କଂଗ୍ରେସ ଏମ୍‌ପିଙ୍କ ପାଇଁ ଭୋଟ ମାଗିଲେ ମୁକେଶ ଅମ୍ବାନୀ

ମୁମ୍ବାଇ, ୧୮।୪: ଦେଶର ସବୁଠୁ ଧନୀ ଉଦ୍ୟୋଗପତି ମୁକେଶ ଅମ୍ବାନୀ କଂଗ୍ରେସ ଟିକେଟରେ ଦକ୍ଷିଣ ମୁମ୍ବାଇରୁ ପ୍ରାର୍ଥୀ ହୋଇଥିବା ମିଲିନ୍ଦ ଦେଓରାଙ୍କୁ ଭୋଟ ଦେବାକୁ ଅପିଲ କରିଛନ୍ତି। ମୁକେଶଙ୍କ ଭାଇ ଅନୀଲ ଅମ୍ବାନିଙ୍କୁ କଂଗ୍ରେସ ବାରମ୍ବାର ଟାର୍ଗେଟ କରୁଥିବାବେଳେ ଗୁରୁବାର କଂଗ୍ରେସ ପ୍ରାର୍ଥୀଙ୍କ ସମର୍ଥନରେ ସେ ବାହାରିବାକୁ ଚର୍ଚ୍ଚା ଉଠିଛି। ମିଲିନ୍ଦ ନିଜ ଟୁଇଟର ଅକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଭିଡିଓରେ ମୁକେଶ କହିଛନ୍ତି, ମିଲିନ୍ଦ ହେଉଛନ୍ତି ଦକ୍ଷିଣ ମୁମ୍ବାଇର ଲୋକ। ସାମାଜିକ, ଅର୍ଥନୀତିକ ଓ ସାଂସ୍କୃତିଙ୍କ କ୍ଷେତ୍ରରେ ମିଲିନ୍ଦଙ୍କ ଗଭୀର ଜ୍ଞାନ ରହିଛି। ତେଣୁ ତାଙ୍କୁ ସମର୍ଥନ ଦେବା ପାଇଁ ସେ ଅପିଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ବନ୍ଧା ହେବେ ମନୀଷ ସିସୋଡିଆ, ସତ୍ୟେନ୍ଦ୍ର ଜୈନ!

ନୂଆଦିଲ୍ଲୀ,୧୪।୩: ଦିଲ୍ଲୀ ସରକାରୀ ସ୍କୁଲରେ ଶ୍ରେଣୀଗୃହ ନିର୍ମାଣରେ ହୋଇଥିବା ଅନିୟମିତତାର ତଦନ୍ତ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୂର୍ବତନ ଆମ ଆଦମୀ ପାର୍ଟି ମନ୍ତ୍ରୀ ମନୀଷ...

ଅମରାବତି ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ

ଜଲଗାଁଓ,୧୪।୩: ଶୁକ୍ରବାର ମହାରାଷ୍ଟ୍ରର ଜଳଗାଁଓରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଭୋର ୪ଟାରେ ମୁମ୍ବାଇ-ଅମରାବତୀ ଏକ୍ସପ୍ରେସ ଏକ ଟ୍ରକ ସହିତ ଧକ୍କା ହୋଇଥିଲା। ଅମରାବତୀ ଏକ୍ସପ୍ରେସ...

ପ୍ରାଥମିକ ଶିକ୍ଷକଙ୍କୁ ପ୍ରତି ମାସରେ ମିଳେ ଏତେ ଦରମା, ୮ମ ବେତନ ଲାଗୁହେଲେ କେତେ ବଢିଯିବ ଦରମା, ଜାଣନ୍ତୁ

ନୂଆଦିଲ୍ଲୀ,୧୪।୩: ଭାରତରେ ସରକାରୀ ପ୍ରାଥମିକ ଶିକ୍ଷକଙ୍କ ଦରମା ରାଜ୍ୟ ଏବଂ ଅନୁଷ୍ଠାନ ଅନୁସାରେ ଭିନ୍ନ ହୋଇଥାଏ। ଦେଶର ବିଭିନ୍ନ ରାଜ୍ୟର ଚୟନ କମିଶନ ସେମାନଙ୍କୁ ଚୟନ...

ହୋଲି ରଙ୍ଗରେ ରଙ୍ଗେଇ ହେଲେ ରାଜନେତା

ନୂଆଦିଲ୍ଲୀ,୧୪।୩: ହୋଲିର ପବିତ୍ର ଅବସରରେ, ସାରା ଦେଶ ରଙ୍ଗରେ ରଙ୍ଗେଇ ହୋଇଛି। ରଙ୍ଗ ପର୍ବର ଏହି ଆନନ୍ଦ ସମାଜର ପ୍ରତ୍ୟେକ ବର୍ଗରେ, ଛୋଟଠାରୁ ବୃଦ୍ଧ ପର୍ଯ୍ୟନ୍ତ...

ଭୂମଧ୍ୟ ସାଗରର ୧୬ ହଜାର ଫୁଟ ତଳେ ପହଞ୍ଚିଲାଣି ପ୍ଲାଷ୍ଟିକ ବୋତଲ-ଥଳି, ଚିନ୍ତା ପ୍ରକଟ କଲେଣି ବୈଜ୍ଞାନିକ

ନୂଆଦିଲ୍ଲୀ,୧୪।୩: ମଣିଷ ନିରନ୍ତର ପ୍ରକୃତିର ଶୋଷଣ କରିବାରେ ଲାଗିଛି। ମଣିଷ ତା’ର ସୁବିଧା ଅନୁସାରେ ଜିନିଷ ସୃଷ୍ଟି କରେ। ଜିନିଷଗୁଡ଼ିକୁ ବ୍ୟବହାର କରିବା ପରେ, ଲୋକମାନେ...

Jaffar Express Train Hijacking: ଆତଙ୍କବାଦର ଆଡ୍ଡା କେଉଁଠି, ତାହା ବିଶ୍ବ ଜାଣେ, ପାକିସ୍ତାନକୁ କଡ଼ା ଜବାବ ଦେଲା ଭାରତ

ନୂଆଦିଲ୍ଲୀ,୧୪।୩: ପାକିସ୍ତାନର ଶହବାଜ ସରକାର ବେଲୁଚିସ୍ତାନରେ ଜାଫର ଏକ୍ସପ୍ରେସ ଟ୍ରେନ ଅପହରଣ ପାଇଁ ଭାରତ ଉପରେ ଅଭିଯୋଗ ଆଣିଥିଲେ। ଏହା ପରେ, ବୈଦେଶିକ ମନ୍ତ୍ରଣାଳୟ (MEA)...

ସକାଳୁ ସକାଳୁ ଥରିଲା ଲଦାଖଠାରୁ ଜମ୍ମୁ-କଶ୍ମୀର ପର୍ଯ୍ୟନ୍ତ

ଜମ୍ମୁ,୧୪।୩: ହୋଲି ଦିନ, ଭାରତର ଉତ୍ତର ଭାଗରେ ଭୋର ସମୟରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା। ଲଦାଖର କାରଗିଲରେ ୫.୨ ତୀବ୍ରତାର ଭୂମିକମ୍ପ ହୋଇଥିଲା। ଏହି...

ଶିକ୍ଷକଙ୍କ ସହ ପ୍ରାତଃ ଭ୍ରମଣ ରୋକିବ ଛାତ୍ର ଆତ୍ମହତ୍ୟା

ନୂଆଦିଲ୍ଲୀ,୧୪ା୩ (ପି.ଟି.): ଦେଶରେ ପ୍ରତିବର୍ଷ ଛାତ୍ରୀଛାତ୍ରଙ୍କ ଆତ୍ମହତ୍ୟା ବଢ଼ିବାରେ ଲାଗିଛି। ପିଲାମାନଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ବୃଦ୍ଧି ପାଇବା ଚିନ୍ତାର କାରଣ ହୋଇଥିବାବେଳେ ଏହାକୁ ରୋକିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri