କଡ଼ା ସୁରକ୍ଷାରେ ମାଟ୍ରିକ ପରୀକ୍ଷା: କାମାକ୍ଷାନଗରର ୧୧ଟି ବିଦ୍ୟାଳୟରେ ୧୪୪ ଧାରା ଜାରି

କାମାକ୍ଷାନଗର,୨୪।୨(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ଉପଖଣ୍ଡରେ ସୋମବାର ମାଟ୍ରିକ ପରୀକ୍ଷା ସୁରକ୍ଷା ଦୃଷ୍ଟିରୁ ୧୧ଟି ବିଦ୍ୟାଳୟରେ ୧୪୪ ଧାରା ଜାରି କରାଯାଇଛି। ସେଗୁଡିକ ହେଲା କାମାକ୍ଷାନଗର ବ୍ଲକର ରାୟନୃସିଂହପୁର ସିଦ୍ଧେଶ୍ବରୀ ବିଦ୍ୟାପୀଠ, ଅଁଳାବେରଣୀ କୁସୁମଯୋଡ଼ି ଉଚ୍ଚ ବିଦ୍ୟାଳୟ, ମହୁଲପାଳ ନିଗମାନନ୍ଦ ଉଚ୍ଚ ବିଦ୍ୟାଳୟ, ବାଲିଗୋରଡ଼ ମୂଷା ମଲ୍ଲିକ ଉଚ୍ଚ ବିଦ୍ୟାଳୟ, କଙ୍କଡ଼ାହାଡ଼
ଜନତା ଉଚ୍ଚ ବିଦ୍ୟାଳୟ, ବିରିବୋଲାଇ ଜନପ୍ରଭା ଉଚ୍ଚ ବିଦ୍ୟାଳୟ, ମହାବିରୋଡ୍‌, ଭୂବନ ମଠକରଗୋଳା ଉଚ୍ଚ ବିଦ୍ୟାଳୟ ମଠକରଗୋଳା
ନୂଆ ଭୂବନ ଉଚ୍ଚ ବିଦ୍ୟାଳୟ ପରଜଙ୍ଗ, କଙ୍କଡ଼ାସୋଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ, ରୋଡ୍‌ ଉଚ୍ଚ ବିଦ୍ୟାଳୟ, ରୋଡ୍‌ ରଘୁନାଥଜୀଉ ଉଚ୍ଚ ବିଦ୍ୟାଳୟ, ଲୋଧଣୀ।