କଡା ସୁରକ୍ଷା ମଧ୍ୟରେ ଆରମ୍ଭ ହେଲା ଗଣତି

ଭଦ୍ରକ ଅଫିସ,୨୩।୫: ଦୀର୍ଘ ପ୍ରତିକ୍ଷାର ଅନ୍ତ ଘଟିବ। ଲୋକ ସଭା ଓ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି ଭଦ୍ରକରେ ଗୁରୁବାର ସକାଳ ୮ଟାରୁ କଡା ସୁରକ୍ଷା ବଳୟ ମଧ୍ୟରେ ଆରମ୍ଭ ହୋଇଛି। ଜିଲା ସଂସ୍କୃୃତି ଭବନ ପରିସରରେ ପ୍ରଥମେ ପୋଷ୍ଟାଲ ବେଲଟରେ ଗଣତି ଆରମ୍ଭ ହୋଇଛି l ମୋଟ ୭୮୪୦ ଜଣ ପୋଷ୍ଟାଲ ଯୋଗେ ମତଦାନ କରିଥିବା ଜଣାପଡ଼ିଛି।

Share