Categories: Video

କଣ ଚାହାଁନ୍ତି ଆଜିର ନାରୀ | What Women Want

ନାରୀ କେତେବେଳେ ମା’ ତ କେତେବେଳେ ଭଉଣୀ । କେତେବେଳେ ପତ୍ନୀ ତ ଆଉ କେତେବେଳେ ଦେବୀଙ୍କ ରୂପରେ ପୂଜନୀୟ । ଭିିନ୍ନ ଭିନ୍ନ ରୂପରେ ଅନେକ ପରିଚୟ ସୃଷ୍ଟି କରିଥାନ୍ତି ନାରୀ । ଭଗବାନଙ୍କ ଏହି ସୃଷ୍ଟିର ସେ ହେଉଛନ୍ତି ଅନନ୍ୟ ଅବତାର । ଅନ୍ତର୍ଜାତୀୟ ମହିଳା ଦିବସରେ କଣ ଚାହୁଁଛନ୍ତି ଆଜିର ନାରୀ ଚାଲନ୍ତୁ ଜାଣିବା ଏହି ଭିଡ଼ିଓରେ…

 

Women’s Day, later known as International Women’s Day (IWD) is being celebrated every 8th of March since more than a century now. The movement that started in New York City back in 1909 has reached global scale over the past 110 years. That said, has it really been able to empower women? This IWD, Dharitri Live tries to discover ‘What women want’.