Advertisement

କବିତା ଲେଖୁଛନ୍ତି ଜାହ୍ନବୀ

ଏବେ ତ କରୋନା ଆତଙ୍କରେ ସମଗ୍ର ବିଶ୍ୱ ଆତଙ୍କିତ। ତେଣୁ ଲକ୍‌ଡାଉନ୍‌ ସମୟରେ କେବଳ ସାଧାରଣ ଜନତା ନୁହନ୍ତି, କଳାକାର ମଧ୍ୟ ନିଜକୁ ଘର ଭିତରେ ଆବଦ୍ଧ ରଖିଛନ୍ତି। ଶୁଟିଂ ତ ନାହିଁ। କ’ଣ ବା କରିବେ। ଏହି ଅବସର ସମୟରେ ପରିବାର ସହ ସମୟ କଟାଉଛନ୍ତି ଜାହ୍ନବୀ। ସେପଟେ ଆଉ ଏକ କାମରେ ନିଜକୁ ବ୍ୟସ୍ତ ରଖିଛନ୍ତି। ସମୟ ମିଳିଲେ କାଗଜ କଲମ ଧରି କବିତା ଲେଖିବାକୁ ବସି ପଡୁଛନ୍ତି। ମନର ଭାବନାକୁ କବିତାର ରୂପ ଦେବା ସହ ତାହାକୁ ନିଜ ସାଙ୍ଗମାନଙ୍କ ସହ ଶେୟାର କରୁଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share