Categories: Video

କମଲନାଥଙ୍କ ସରକାର ଉପରେ ଅପରେସନ୍ ଲୋଟସ୍ | Operation Lotus in MP

ଯେତେବେଳେ ସାରା ଦେଶ ହୋଲି ସେଲିବ୍ରେଟ କରୁଥିଲା ସେତେବେଳେ ମଧ୍ୟପ୍ରଦେଶ ରାଜନୀତିରେ ହାଇଭୋଲଟେଜ୍ ଡ୍ରାମା ଚାଲିଥିଲା । ଜ୍ୟୋତିରାଦିତ୍ୟ ସିନ୍ଧିୟା କଂଗ୍ରେସରୁ ଇସ୍ଥଫା ଦେଇଥିଲେ । ତାଙ୍କ ସହିତ ୨୨ ବିଧାୟକ ମଧ୍ୟ ସେମାନଙ୍କ ପଦ ଛାଡିଥିଲେ । ଏହା ପରେ ସେଠାରେ ରାଜନୀତିକ ଅସ୍ଥିରତା ଦେଖାଯାଇଛି। ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ କମଲ ନାଥଙ୍କ ସରକାର ଭାଙ୍ଗିବା ସ୍ଥିତିରେ ଥିବା ବେଳେ ଅନ୍ୟପଟେ ଭାଜପା ସେଠାରେ ସରକାର ଗଢ଼ିବା ଲାଗି ସଜବାଜ ହେଉଥିବା କୁହାଯାଉଛି ।

 

At a time when entire country was busy celebrating Holi, Madhya Pradesh government was going through a turbulent time with one of its most well-known leaders quitting the party. Jyotiraditya Scindia not only left Congress but also took away 22 MLAs with him putting the Congress government under severe strain in the state. It will be interesting to see, whether lotus blooms in the state with Scindia’s support.