Categories: ଜାତୀୟ

କମିଲା ସୁନା ଦର

ନୂଆଦିଲ୍ଲୀ,୧।୧୦: ସୁନା ଓ ରୂପା ଦର ଗତ କିଛି ମାସ ତଳେ ବୃଦ୍ଧି ପାଇବାରେ ଲାଗିଥିଲା। ସୁନା ୧୦ ଗ୍ରାମକୁ ୪୦ହଜାର ଟଙ୍କା ପାର କରିଥିଲା। ଏବେ କିନ୍ତୁ ଗତ କିଛି ସପ୍ତାହ ହେବ ଉଭୟ ସୁନା ଓ ରୂପା ଦର ହ୍ରାସ ପାଇବାରେ ଲାଗିଛି। ମଙ୍ଗଳବାର ଦିଲ୍ଲୀରେ ସୁନାର ମୂଲ୍ୟ ୧୦ ଗ୍ରାମ ପ୍ରତି ୫୫୦ ଟଙ୍କା ହ୍ରାସ ପାଇଁ ୩୮.୪୭୦ଟଙ୍କାରେ ପହଞ୍ଚିଛି। ସେହପର ରୂପା ଦର କିଲୋ ପିଛା ୬୦୦ଟଙ୍କା ହ୍ରାସ ପାଇ ୪୫,୨୦୦ଟଙ୍କାରେ ପହଞ୍ଚିଛି। ଅନ୍ତର୍ଜାତୀୟ ବଜାରରେ ସୁନା ଏବଂ ରୂପା ଦର କମିଥିବାର ଭାରତୀୟ ବଜାରରେ ତାର ପ୍ରଭାବ ପଡିଛି।

Share