କରତାରପୁର ପରେ ଏବେ ଖୋଖରାପାର-ମୁନାବାଓ୍ବ ସୀମା ଖୋଲିବାକୁ ଦାବି

ଇସଲାମାବାଦ୍‌,୨୭।୧୧: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଶିଖ୍‌ ଶ୍ରଦ୍ଧାଳୁଙ୍କ ପାଇଁ କରତାରପୁର କରିଡୋର ଖୋଲିଛନ୍ତି। ଏବେ ଆମେରିକାର ଏକ ସଂସ୍ଥା ପକ୍ଷରୁ ଖୋଖରାପାର-ମୁନାବାଓ୍ବ ସୀମା ଖୋଲିବାକୁ ଇମ୍ରାନ୍‌ଙ୍କ ନିକଟରେ ଦାବି କରାଯାଇଛି। ଏହାଦ୍ୱାରା ମୁସଲମାନ୍‌ ଶ୍ରଦ୍ଧାଳୁ ଆଜମେରର ଖ୍ବାଜା ମଇନୁଦ୍ଦିନ୍‌ ଚିସ୍ତିଙ୍କ ଦରଘାକୁ ଆସିପାରିବେ। ସେହିପରି ହିନ୍ଦୁ ଶ୍ରଦ୍ଧାଳୁ ପାକିସ୍ତାନର ବାଲୁଚିସ୍ତାନରେ ଥିବା ହିଙ୍ଗଲାଜ୍‌ ମନ୍ଦିର ଯାଇପାରିବେ।

Share