Categories: Video

କରୋନାକୁ ନେଇ ସେଫ୍ ହ୍ୟାଣ୍ଡସ୍ ଚ୍ୟାଲେଞ୍ଜ | WHO’s Safe Hands Challenge

କରୋନାକୁ ନେଇ ଏବେ ସାରା ବିଶ୍ବରେ ଆତଙ୍କ । ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଏହାକୁ ମହାମାରୀ ଘୋଷଣା କରିସାରିଛି । ଏହାପରେ ଭାରତ ସରକାର ଅନେକ ପ୍ରକାର ସଚେତନତା ମୁଳକ ପଦକ୍ଷେପ ନେଇଛନ୍ତି । ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଏହି ମହାମାରୀରୁ ରକ୍ଷା ପାଇବା ଲାଗି ସେଫ୍ ହ୍ୟାଣ୍ଡସ୍ ଚ୍ୟାଲେଞ୍ଜ ଆରମ୍ଭ କରିଛନ୍ତି । ଯାହାକୁ ଖେଳ ଜଗତର ଅନେକ ଦିଗ୍ଗଜ ଗ୍ରହଣ କରିଛନ୍ତି ।

There are simple things we each must do to protect ourselves from COVID19. WHO has launched the #SafeHandsChallenge to promote the power of clean to fight coronavirus. Many actors and actresses like Deepika Padukone, Anushka Sharma and even sport personalities have joined the challenge. So, join the challenge & share your video!