Categories: Video

କରୋନାରୁ କିଭଳି ସୁରକ୍ଷିତ ରହିବେ ଗର୍ଭବତୀ ମହିଳା | COVID-19 and pregnancy

କୋଭିଡ଼ ୧୯କୁ ନେଇ ସାରା ବିଶ୍ୱରେ ଏବେ ଭୟଙ୍କର ପରିସ୍ଥିତି ଉପୁଜିଛି । ଏଭଳି ଘଡିସନ୍ଧି ମୂହୁର୍ତରେ ଅନ୍ୟ ରୋଗୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା ଡାକ୍ତର ମାନଙ୍କ ପାଇଁ ଏକ ଚ୍ୟାଲେଞ୍ଜ ପାଲଟିଛି । ହେଲେ ଏହାରି ଭିତରେ ଗର୍ଭବତୀ ମହିଳାଙ୍କୁ ଉନ୍ନତ ଧରଣର ଚିକିତ୍ସା ଯୋଗାଇ ଦେଉଛନ୍ତି ଭୁବନେଶ୍ୱରର ଜଗନ୍ନାଥ ହସ୍ପିଟାଲର ଡାକ୍ତର ସଂଘମିତ୍ରା ଶତପଥୀ । ଚାଲନ୍ତୁ ଜାଣିବା କିଭଳି ସେ ଗର୍ଭବତୀ ମହିଳାଙ୍କୁ ଉନ୍ନତ ଧରଣର ଚିକିତ୍ସା ଯୋଗାଇ ଦେଉଛନ୍ତି ।