Categories: ଜାତୀୟ

କରୋନାରେ ଏମ୍ସ ଡାକ୍ତରଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୨୪।୫: ଦିଲ୍ଲୀ ଏମ୍ସର ବରିଷ୍ଠ ଡାକ୍ତର ଜିତେନ୍ଦ୍ର ନାଥ ପାଣ୍ଡେ (୭୮)ଙ୍କର ଶନିବାର କରୋନାରେ ମୃତ୍ୟୁ ଘଟିଛି। ସେ ଏମ୍ସର ପୁଲମୋନୋଲୋଜି ବିଭାଗର ନିର୍ଦ୍ଦେଶକ ଓ ପ୍ରଫେସର ଥିଲେ। ଅନ୍ୟମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟ ଯୋଗାଇଦେବା ଲାଗି ଚିକିତ୍ସା ଜଗତର ଏହି ଉତ୍ତୁଙ୍ଗ ବ୍ୟକ୍ତି ଯେଉଁ କାର୍ଯ୍ୟ ହାତକୁ ନେଇଥିଲେ ତାହା ଜାରି ରହିବ ବୋଲି ହସ୍ପିଟାଲର ବରିଷ୍ଠ ଡାକ୍ତର ସଙ୍ଗୀତା ରେଡ୍ଡୀ କହିଛନ୍ତି।

Share