Categories: Video

କରୋନା କୋଭିଡ୍ ୧୯( ଷ୍ଟେଜ୍ ୧,୨,୩ ) କ’ଣ । Stages of Corona in India

ଏବେ ସାରା ଦେଶ କରୋନା କୋଭିଡ୍ ୧୯କୁ ନେଇ ଆତଙ୍କିତ । ଭାରତରେ ଏବେ ଏହି ଭାଇରସ ଷ୍ଟେଜ୍ ୨ରେ ଅଛି ଓ ଏପର୍ଯ୍ୟନ୍ତ ଭାରତରେ ଗୋଷ୍ଠୀ ସଙ୍କ୍ରମଣ ବା ଷ୍ଟେଜ୍ ୩ ହୋଇନାହିଁ ବୋଲି କୁହାଯାଉଛି । ତେବେ ଏହି ଷ୍ଟେଜ୍ ୧ , ଷ୍ଟେଜ୍ ୨ ,ଷ୍ଟେଜ୍ ୩ କ’ଣ ଆସନ୍ତୁ ଦେଖିବା ଏହି ଭିଡିଓରେ ।

 

The Union Ministry of Health and Family Welfare has been asserting time and again that so far, India has not yet reached Stage 3 of coronavirus pandemic. What does that mean? Well, a pandemic has four stages of outbreak. While India’s containment plan has so far managed to keep that stage at bay, it is important to understand what the four stages of an outbreak are. Do watch the video to know in details about the various stages of coronavirus.