Categories: Video

କରୋନା ନେଇ ସତର୍କ କରାଇଲା ଓଲିଉଡ୍ । Ollywood raise awareness on coronavirus

କରୋନାଭାଇରସ / କୋଭିଡ-୧୯ ପାଇଁ ଆମ ଦେଶ ସମେତ ପୁରା ବିଶ୍ୱ ସମୁଦାୟ ଏବେ ଚିନ୍ତିତ। ଏଭଳି ବିଷମ ପରିସ୍ଥିତିରେ ରାଜ୍ୟ ତଥା କେନ୍ଦ୍ର ସରକାର ଜନସାଧାରଣଙ୍କୁ ଘରୁ ନବାହାରିବା ଲାଗି ସଚେତନ କରାଉଛନ୍ତି। ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିର କଳାକାରମାନେ ମଧ୍ୟ ଲୋକଙ୍କୁ ସଚେତନତାର ବାର୍ତା ଦେଇଛନ୍ତି। ଦେଖନ୍ତୁ ଭିଡ଼ିଓ …

Amid rising cases of coronavirus everywhere, Odia film stars have made an attempt to create awareness among the public pertaining to the disease. They also shared tips on how COVID-19 infections can be avoided. Do watch!