କରୋନା ପଜିଟିଭ ଥିବା ସମସ୍ତ ୭୫ ଜିଲା ଲକ୍‌ଡାଉନ

ନୂଆଦିଲ୍ଲୀ,୨୨।୩: କରୋନା ଭାଇରସ ପଜିଟିଭ ରୋଗୀ ଥିବା ସମସ୍ତ ୭୫ ଜିଲାକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ସମୟରେ କେବଳ ଜରୁରୀ ସେବା ଯୋଗାଇ ଦିଆଯିବ ବୋଲି ରବିବାର କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଏହି ସମୟରେ ଟ୍ରେନ୍‌, ବସ୍‌ ଓ ମେଟ୍ରୋ ସେବା ବନ୍ଦ ରହିବ ବୋଲି କୁହାଯାଇଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଲଭ ଅଗ୍ରଓ୍ବାଲ ରବିବାର ଏହି ସୂଚନା ଦେଇଛନ୍ତି।

Share