କରୋନା ପରୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ପୁଡୁଚେରୀ,୨୩।୪: ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି ନାରାୟଣ ସ୍ବାମୀ ଗୁରୁବାର କରୋନା ଟେଷ୍ଟ କରିଛନ୍ତି। ତାଙ୍କ ସହ ବିଧାନସଭା ବାଚସ୍ପତି ଭିପି ଶିବକୋଲୁଣ୍ଡୁ, ବିଧାନସଭାର ସମସ୍ତ ମନ୍ତ୍ରୀ,ବିଧାୟକ ଓ ସାଂସଦ ମାନେ ମଧ୍ୟ ଗୁରୁବାର କରୋନା ପରୀକ୍ଷା କରିଥିବା ଦେଖାଯାଇଛି। ଦେଶରେ କେରାନା ସଂକ୍ରମଣ ଦ୍ରୁତ ଗତିରେ ବଢୁଥିବା ବେଳେ ଏବେ ଏହି ସଂଖ୍ୟା ୨୦ ହଜାର ଅତିକ୍ରମ କରି ସାରିଲାଣି। ଏହାକୁ ଦୃଷ୍ଟିରେ ରଖି ଏବେ ଅଧିକାଂଶ ଲୋକେ କରୋନା ଟେଷ୍ଟ କରୁଥିବା ଦେଖାଯାଇଛି।

Share