Categories: ଜାତୀୟ

କରୋନା ପ୍ରଭାବ: ହସ୍ପିଟାଲରୁ ୩୫ ହଜାର ଟଙ୍କାର ମାସ୍କ ଚୋରି କଲେ ଫାର୍ମାସିଷ୍ଟ

ପୁଣେ, ୯।୩: ଭାରତରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏପରିସ୍ଥଳେ ସୁରକ୍ଷା ଦୃଷ୍ଟିରୁ ଲୋକଙ୍କୁ ମାସ୍କ ପିନ୍ଧିବା ପାଇଁ ସରକାର ପରାମର୍ଶ ଦେଉଛନ୍ତି। ମାସ୍କ ବେପାରରେ ଅଧିକ ଲାଭ ଆଶା ରଖି ପୁଣେର ଜଣେ ଫାର୍ମାସିଷ୍ଟ ହସ୍ପିଟାଲରୁ ୩୫ ହଜାର ଟଙ୍କାର ମାସ୍କ ଚୋରି କରିଥିବା ଅଭିଯୋଗ ହୋଇଛି। କୋରେଗାଓ୍ବଁ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ତାଙ୍କଠାରୁ ମାସ୍କ, ଇଞ୍ଜେକଶନ୍‌ ଏବଂ କେତେକ ଔଷଧ ଜବତ କରିଛନ୍ତି।

Share