Categories: Video

କରୋନା ଭାଇରସ୍ କଣ । Things you should know about coronavirus । Prof. Jayant Kumar Panda

Deadly coronavirus, that broke out in Wuhan – the capital of Hubei province of China, has so far claimed more than 2,700 lives and over 81,000 patients have tested positive for it. The disease, also known as (COVID-19), has led to panic across the globe amid rapid expansion to other countries from China. Let’s learn more about the disease from Prof. Jayant Kumar Panda of SCB Medical College and Hospital.

କୋରନା ଭାଇରସକୁ ନେଇ ଏବେ ସବୁଠି ଏକ ପ୍ରକାର ଭୟର ବାତାବରଣ । ଚାଇନାରେ ୨୭୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ୮୧ ହଜାରରୁ ଅଧିକ ଆକ୍ରାନ୍ତ । ତେବେ ଏହି କରୋନା ଭାଇରସ କଣ , କେମିତି ଜଣେ ଏଥିରୁ ସତର୍କ ରହିପାରିବ ସେ ନେଇ ଅଧିକ ଆଲୋଚନା କରିଛନ୍ତି ଏସିସିବି ମେଡିକାଲର ଡ. ପ୍ରଫେସର ଜୟନ୍ତ କୁମାର ପଣ୍ଡା ।