Categories: Video

କରୋନା ଯୁଦ୍ଧରେ ସାମିଲ ହେବ ରୋବଟ୍ | Robots to be part of fight against corona

କରୋନା ମୁକାବିଲା ପାଇଁ ସାରା ବିଶ୍ୱ ଏବେ ଲଢେଇ କରୁଛି । କରୋନା ରୋଗୀଙ୍କୁ ସବୁ ପ୍ରକାର ଚିକିତ୍ସା ଯୋଗାଇ ଦେବାକୁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଏଭଳି କ୍ଷେତ୍ରରେ ଭିନ୍ନ ଧରଣର ରୋବଟ୍ ବାହାର କରିଛନ୍ତି କଟକ ଆଇଟିଆଇ ସରକାରୀ କଲେଜ ।