Categories: Video

କରୋନା ସମ୍ପର୍କରେ କେତେ ଅବଗତ ପବ୍ଲିକ | Public reaction on Coronavirus

WHO has declared an international public health emergency after the pandemic coronavirus has spread to over 100 countries. In India so far there have been110 positive cases with two deaths. DharitriLive spoke to people in Bhubaneswar to find out their readiness to tackle the deadly virus. Do watch the video and post your views in the comment section.

 

ଚୀନରୁ ଆରମ୍ଭ ହୋଇଥିବା କରୋନା ଭାଇରସ୍ ଦିନକୁ ଦିନ ଭୟଙ୍କର ହେଉଛି । ଭାରତରେ ଏବେ ୧୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଓଡ଼ିଶାରେ ଜଣେ ରୋଗୀ ଚିହ୍ନଟ ହୋଇଛନ୍ତି । ଲୋକଙ୍କ ମଧ୍ୟରେ ଏହାକୁ ନେଇ ଭୟ ସୃଷ୍ଟି ହୋଇଥିବାରୁ ସରକାରଙ୍କ ପକ୍ଷରୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ତେବେ କରୋନା ଭାଇରସ୍ ସମ୍ପର୍କରେ ଲୋକମାନେ କେତେ ଅବଗତ ଅଛନ୍ତି ଚାଲନ୍ତୁ ଜାଣିବା ।