Advertisement

କର୍କଟ ରୋଗ୍‌ରେ ପୀଡ଼ିତ ସମୀର ଘଟ୍‌ନା: ସାହାଯ୍‌ର ହାତ୍‌ ବଢ଼ାଲା ମାରଓ୍ବାଡି ଯୁବାମଞ୍ଚ

ଗୁଡ଼ଭେଲା, ୧୯ା୨(ଡି.ଏନ୍‌.ଏ.)- ବଲାଙ୍ଗୀର ଜିଲା ତୁଷୁରା ସହରର ସମୀର ଖାନ୍‌(୪୫)। ପାଖାପାଖି ବଛ୍‌ରେ ହେଲା ସେ କର୍କଟ ରୋଗ୍‌ରେ ପୀଡ଼ିତ ଅଛନ୍‌। ଟଁକା ପଏସା ଅଭାବୁ ସେ ଚିକିଛା କରେଇ ନାଇଁ ପାରବାର। ଇ ବାବ୍‌ଦେ ଗଲା ୧୭ ତାରିଖ ସୋମବାର ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ‘ଚିକିଛା ଲାଗି ଟଁକା ଅଭାବ୍‌, କର୍କଟ ରୋଗ୍‌ରେ ପୀଡ଼ିତ ସମୀର’ ଶୀରଷକ୍‌ରେ ଟିକିନିଖିନୁ ଖବର ବାହାରିଥିଲା। ଖବର ବାହାରଲା ଉତାରୁ ସମୀରକୁଁ ତୁଷୁରା ମାରଓ୍ବାଡି ଯୁବାମଞ୍ଚ ଆର ଜାଗୃତି ଶାଖା ସାହାଯ୍‌ର ହାତ୍‌ ବଢ଼େଇଛନ୍‌। ଦୁଇ ଅନୁଷ୍ଠାନ ତରଫୁ ସମୀରକୁଁ ୭ ହଜାର ଟଁକା ଚିକିଛା ସାହାଯ୍‌ ଦିଆଯାଇଛେ। ଇ ସାହାଯ୍‌ ଟଁକା ଦେଲାବେଲେ ମାରଓ୍ବାଡି ଯୁବାମଞ୍ଚର ଅଧ୍ୟକ୍ଷ ମନୋଜ ଜୈନ, ସଙ୍ଗୀତ ଜୈନ, ମଞ୍ଜୁ କେଡ଼ିଆ, ମୀରା କେଡ଼ିଆ, ରିଙ୍କି ଅଗ୍ରୱାଲ, ମନୀଷ ଅଗ୍ରୱାଲ, ମେଘନାଥ ଗୁପ୍ତା, ବିକାଶ କେଡ଼ିଆ, ଦିନଦୟାଲ କେଡ଼ିଆ, ଗଣେଶ ଜୈନ ପରମୁଖ ଠୋଲ ହେଇଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share