Categories: ଜାତୀୟ

କର୍ନାଟକର ପୂର୍ବତନ ଉପମୁଖ୍ୟମନ୍ତ୍ରୀଙ୍କ ଘରେ ଆୟକର ଚଢାଉ

ବେଙ୍ଗାଲୁରୁ,୧୦।୧୦: କଂଗ୍ରେସର ବରିଷ୍ଠ ନେତା ତଥା କର୍ନାଟକର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଜି. ପରମେଶ୍ୱରଙ୍କ ବାସଭବନରେ ଗୁରୁବାର ଆୟକର ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। ପରମେଶରଙ୍କ ମାଲିକାନାରେ ଏକ ଟ୍ରଷ୍ଟ ଦ୍ବାରା ପରିଚାଳିତ ମେଡିକାଲ କଲେଜରେ ଅନିୟମିତତା ହୋଇଥିବା ସାମ୍ନାକୁ ଆସିବା ପରେ ଏହି ଚଢାଉ କରାଯାଇଛି। ତାଙ୍କ ନାଁରେ ଥିବା ଏକ ମେଡିକାଲ କଲେଜ ଉପରେ ମଧ୍ୟ ଚଢାଉ କରାଯାଇଛି। ପରମେଶ୍ୱରଙ୍କ ନାମରେ ଥିବା ୩୦ଟି ଜାଗାରେ ଚଢ଼ାଉ କରାଯାଇଛି।

Share