Categories: ଜାତୀୟ

କର୍ନାଟକ ସରକାର ପୁଣି ସଙ୍କଟରେ

ବେଙ୍ଗାଲୁରୁ,୬।୭: କର୍ନାଟକର ଶାସନ କ୍ଷମତାରେ ଥିବା କଂଗ୍ରେସ-ଜେଡିଏସ୍‌ ସରକାର ପୁଣି ସଙ୍କଟରରେ। କାରଣ ଶନିବାର କଂଗ୍ରେସର ୮ ବିଧାୟକ ଓ ଜେଡିଏସର ୩ ବିଧାୟକ ଇସ୍ତଫା ଦେବା ଲାଗି ବିଧାନସଭା ବାଚସ୍ପତି କେଆର୍‌ ରମେଶ କୁମାରଙ୍କୁ ଭେଟିଛନ୍ତି। ଏମାନଙ୍କ ମଧ୍ୟରେ ରମେଶ ଜାରକିହୋଲି, ଏଚ୍‌.ବିଶ୍ୱନାଥ, ପ୍ରତାପ ଗୌଡା ପାଟିଲ ଆଦି ରହିଛନ୍ତି। ଯଦି ଏଥର ଏମାନେ ଇସ୍ତଫା ପ୍ରଦାନ କରନ୍ତି ତେବେ କର୍ନାଟକର ମେଣ୍ଟ ସରକାର ଭାଙ୍ଗି ଯିବ ବୋଲି ଆଲୋଚନା ହେଉଛି।

Share