କର୍ନାଟକ ସ୍ବାସ୍ଥ୍ୟମନ୍ତ୍ରୀ କରୋନା ଆକ୍ରାନ୍ତ

ବେଙ୍ଗାଲୁରୁ, ୧୦।୮:କର୍ନାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦୁରପ୍ପା କରୋନା ଆକ୍ରାନ୍ତ ହେବାର ସପ୍ତାହେ ପରେ ରବିବାର ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀ ବି. ଶ୍ରୀରାମୁଲୁଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛି। ଜ୍ୱର ଲକ୍ଷଣ ଦେଖାଦେବାରୁ ସେ କୋଭିଡ୍‌ ପରୀକ୍ଷା କରାଇଥିଲେ। ଏବେ ସେ ବେଙ୍ଗାଲୁରୁର ବାଓରିଙ୍ଗ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

Share