Categories: Video

କର୍ଫ୍ୟୁ ମଧ୍ୟରେ ଗଡିବ ରଥ, ଗ୍ରାଉଣ୍ଡ ଜିରୋ ରିପୋର୍ଟ

ପୁରୀ ରଥଯାତ୍ରା ପାଇଁ ଅନୁମତି ପ୍ରଦାନ କରିଛନ୍ତିି ସୁପ୍ରିମକୋର୍ଟ । ରଥଯାତ୍ରା ନେଇ ସୁପ୍ରିମକୋର୍ଟ କେତେକ ସର୍ତ ରଖିଛନ୍ତି । ରଥଯାତ୍ରା ହେଲେ ମଧ୍ୟ ଶ୍ରଦ୍ଧାଳୁମାନେ ବଡଦାଣ୍ଡକୁ ଯାଇପାରିବେ ନାହିଁ । ଅନୁମତି ମିଳିବା ପରେ ପୁରୀରେ ସେବାୟତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।