Categories: ଖେଳ

କାତାରରେ କ୍ଲବ ବିଶ୍ୱକପ୍

ପ୍ୟାରିସ, ୪୬(ଏଏଫ୍ପି)- ଫିଫା ବିଶ୍ୱକପ୍ର ପରବର୍ତ୍ତୀ ସଂସ୍କରଣ ୨୦୨୨ରେ କାତାରରେ ଅନୁଷ୍ଠିତ ହେବ ତେବେ ଏଥତ୍ପୂର୍ବରୁ ୨୦୧୯ ଓ ୨୦୨୦ କ୍ଲବ ବିଶ୍ୱକପ୍ କାତାରରେ ଅାୟୋଜିତ ହେବ ବୋଲି ଫୁଟ୍ବଲର ସର୍ବୋଚ୍ଚ ସଂସ୍ଥା ଫିଫା ପକ୍ଷରୁ ମଙ୍ଗଳବାର ଘୋଷଣା କରାଯାଇଛି ୨୦୨୨ ଫିଫା ବିଶ୍ୱକପ୍ ପୂର୍ବରୁ ଏହି ୨ଟି ଟୁର୍ନାମେଣ୍ଟ କାତାରର ଷ୍ଟାଡିୟମ ଓ ଇନ୍ଫ୍ରାଷ୍ଟ୍ରକଚର ପ୍ରସ୍ତୁତି ନେଇ ପରୀକ୍ଷା ସଦୃଶ ହେବ ପ୍ରତିବର୍ଷ ଅନୁଷ୍ଠିତ ହେଉଥତ୍ବା କ୍ଲବ ବିଶ୍ୱକପ୍ର ୨୦୨୦ ସଂସ୍କରଣରେ ଶେଷଥର ପାଇଁ ୭ ଦଳ ଅଂଶଗ୍ରହଣ କରିବେ ଏହାପରବର୍ତ୍ତୀ ସଂସ୍କରଣରୁ କ୍ଲବ ଟିମ୍ ସଂଖ୍ୟା ୨୪କୁ ବୃଦ୍ଧି କରାଯିବ ବୋଲି ନିଷ୍ପତ୍ତି ନିଅାଯାଇଛି ଉଲ୍ଲେଖଯୋଗ୍ୟ, ୨୦୧୦ରେ କାତାରକୁ ଫିଫା ବିଶ୍ୱକପ୍ ଅାୟୋଜନ ଅଧତ୍କାର ମିଳିଥତ୍ଲା

Share