କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କ ସ୍ବାବ ପରୀକ୍ଷା

ଭଦ୍ରକ ଅଫିସ,୩୦।୪: ଭଦ୍ରକ ସହରରେ କାର୍ଯ୍ୟରତ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିଙ୍କ ଗୁରୁବାର ସ୍ବାବ ସଂଗ୍ରହ କରାଯାଇଛି। ସହରର ବିଜୁ କଲ୍ୟାଣ ମଣ୍ଡପ ପରିସରରେ ଏହି ସ୍ବାବ ସଂଗ୍ରହ କରାଯାଇଛି। ଏମାନେ ବିଭିନ୍ନ କଣ୍ଟେନମେଣ୍ଟ ଅଞ୍ଚଳରେ ଖବର ସଂଗ୍ରହ ପାଇଁ ନିୟୋଜିତ ଥିବାରୁ ସୁରକ୍ଷା ଦୃଷ୍ଟିରୁ ସେମାନଙ୍କ ପରୀକ୍ଷା କରାଯାଇଥିବା ଜଣାପଡ଼ିଛି।

Share