କାଲିଠୁ ଓଡ଼ିଆରେ ମିଳିବ ରେଳ ଟିକେଟ

ଭୁବନେଶ୍ୱର,୨୩।୮(ବ୍ୟୁରୋ): ଏଣିକି ଓଡ଼ିଆ ଭାଷାରେ ମିଳିବ ରେଳ ଟିକେଟ । ଅଣସଂରକ୍ଷିତ ରେଳ ଟିକେଟ ମଧ୍ୟ ଓଡ଼ିଆ ଭାଷାରେ ମିଳିବ। ଏହାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ରେଳ ସଦନରେ ଉଦ୍‌ଘାଟନ କରିବା ପରେ ଯାତ୍ରୀମାନଙ୍କୁ ଏହି ସୁବିଧା ଉପଲବ୍ଧ ହେବ ବୋଲି ସୂଚନା ମିଳିଛି।