Categories: Video

କାଲି ନିର୍ଭୟା ଦୋଷୀଙ୍କୁ ହେବନି ଫାଶୀ

A Delhi court Monday deferred till further order the hanging of four death row convicts in the 2012 Nirbhaya gangrape and murder convict. Hanging of the four convicts was scheduled for Tuesday at 6.00am at Tihar Jail.

୩ୟ ଥର ପାଇଁ ନିର୍ଭୟା ଦୋଷୀଙ୍କ ଡେଥ୍ ୱାରେଂଟ ଉପରେ ରୋକ ଲଗାଇଛନ୍ତି ପଟିଆଲ ହାଉସ କୋର୍ଟ । ଫାଶୀ ଉପରେ ରୋକ ଲଗାଯିବା ପରେ ମାର୍ଚ୍ଚ ୩ରେ ନିର୍ଭୟା ଦୋଷୀଙ୍କୁ ଫାଶୀ ହେବନାହିଁ ବୋଲି ସ୍ପଷ୍ଟ ହୋଇଛି ।