କାଲି ବିବାହ କରିବେ କରିସ୍ମା

ମୌନୀଙ୍କ ପରେ ଏବେ ଆଉ ଜଣେ ଟେଲି ଅଭିନେତ୍ରୀ ବିବାହ କରିବେ। ସେ କେହି ନୁହଁନ୍ତି ପ୍ରସିଦ୍ଧ ଅଭିନେତ୍ରୀ କରିସ୍ମା ତନ୍ନା। ଶନିବାର ସେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ସେ ତାଙ୍କର ଦୀର୍ଘ ଦିନର ବୟଫ୍ରେଣ୍ଡ ବରୁଣ ବଙ୍ଗେରାଙ୍କୁ ବିବାହ କରିବେ। ତେବେ ବିବାହ ପୂର୍ବରୁ ସମସ୍ତ କାର୍ଯ୍ୟକ୍ରମ ଯେପରିକି ହଳଦୀ ରସମ ହୋଇଛି। ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଟିଭି ଷ୍ଟାର ହେବା ସତ୍ତ୍ୱେ ସେ ଲାଇମଲାଇଟ ଠାରୁ ଦୂରେଇ ରହିଥିବା ଜଣେ ବ୍ୟବସାୟୀଙ୍କୁ ତାଙ୍କ ଜୀବନ ସାଥୀ ଭାବେ ବାଛିଛନ୍ତି।

Share