Categories: ଫୁରସତ

କାହିଁକି ଅବିବାହିତ ଅଛନ୍ତି ପ୍ରତିଷ୍ଠିତ ବ୍ୟବସାୟୀ ରତନ ଟାଟା: ନିଜେ କଲେ ଖୁଲାସା

ଟାଟା ଗ୍ରୁପର ପୂର୍ବତନ ଚେୟାରମ୍ୟାନ ରତନ ଟାଟା ଭାରତର ପ୍ରତିଷ୍ଠିତ ବ୍ୟବସାୟାଙ୍କ ମଧ୍ୟରୁ ଅନ୍ୟତମ। ୧୯୩୭ ଡିସେମ୍ବର ୨୭ରେ ଗୁଜରାଟର ସୁରତରେ ଜନ୍ମ ହୋଇଥିଲେ ରତନ ଟାଟା। ୧୯୬୧ରେ ସେ ଟାଟା ଗ୍ରୁପରୁ କ୍ୟାରିଅର ଆରମ୍ଭ କରିଥିଲେ। ସେତେବେବେଳେ ଭାରତ-ଚୀନ ଯୁଦ୍ଧ ହେବାକୁ ସେ ଆମେରିକାରେ ହିଁ ଅଟକି ଯାଇଥିଲେ। ପରେ ଉକ୍ତ ଯୁବତୀ ଜଣଙ୍କ ବିବାହ କରିଦେଲେ। ଏମିତି ଥରେ ନୁହେଁ, ଚାରି ଚାରି ଥର ତାଙ୍କ ଜୀବନରେ ଘଟିଛି। ରତନ ଟାଟାଙ୍କ ପାଖରେ ପ୍ରଚୁର ସମ୍ପତ୍ତି ଥିଲେ ସେ ବିଶ୍ୱର କିଛି ଧନୀ ବ୍ୟକ୍ତିତ୍ୱଙ୍କ ତାଲିକାରେ ନ ଥାନ୍ତି। କାରଣ ରତନ ଟାଟା ନିଜ ଆୟର ୬୫ ପ୍ରତିଶତ ଅଂଶ ଦାନ କରିଦିଅନ୍ତି। କମ୍ପାନୀରୁ ସୁଧ ମିଳେ ସେମୁଡିକ ସମାଜ କଲ୍ୟାଣମୂଳକ କାର୍ଯ୍ୟରେ ଲଗାନ୍ତି।

Share