Categories: Video

କାହିଁକି ପାଳନ ହୁଏ ହୋଲି? | Why do we celebrate Holi?

ରଙ୍ଗର ପର୍ବ ହୋଲି । ଏହାକୁ ସେଲିବ୍ରେଟ କରିବା ଲାଗି କାହାର କେତେ କଣ ପ୍ଲାନ । ତେବେ ଏହି ପର୍ବକୁ କାହିଁକି ପାଳନ କରାଯାଏ ଏହାକୁ ନେଇ କଣ କହୁଛନ୍ତି ଆମ ଯୁବପିଢି ଚାଲନ୍ତୁ ଦେଖିବା ଏହି ଭିଡିଓରେ ।

 

Holi is the festival of colours. But many don’t know why it is celebrated every year with such pomp and show. Let’s catch up with some youngsters as they answer why Holi is celebrated.