କୁଷ୍ଠରୋଗୀଙ୍କୁ ଶୁଖିଲା ଖାଦ୍ୟ, ମାସ୍କ ବଣ୍ଟନ

ବିନିକା,୨୫ା୪(ଡି.ଏନ୍‌.ଏ): ସୁବଣ୍ଣର୍ର୍ପୁର ଜିଲା ଭଣ୍ଡାର ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୁଲୁଣ୍ଡା ଗ୍ରାମ ନିର୍ମଳ ଛାୟାରେ ବାସ କରୁଥିବା କୁଷ୍ଠରୋଗୀଙ୍କୁ ଶନିବାର ଜିଲା ଯୁବ ବିଜେଡି ସଭାପତି ଅଶୋକ ନନ୍ଦ ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ କରିଛନ୍ତି। ଏହି ସମୟରେ ଜିଲା ଯୁବ ବିଜେଡି ଉପସଭାପତି ସଦାନନ୍ଦ ଥନାପତି, ସାମାଜି କର୍ମୀ ମନୋଜ ସାହୁ, ସିନ୍ଦୁରପୁର ସମିତି ସଭ୍ୟ ଗୋପାଳ ବାଘ ପ୍ରମୁଖ ଉପସ୍ଥିତ ଥିଲେ।

Share