Categories: Video

କେଉଁ ରାଜ୍ୟରେ କେତେ ଆକ୍ରାନ୍ତ । COVID-19 death toll rises to 38; total positive cases at 1,397

କରୋନା କାୟାରେ ସାରା ବିଶ୍ବ। ଗତ କିଛି ଦିନ ହେବ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଦିଲ୍ଲୀ ଯେମିତି କରୋନା ଭାଇରସ କେନ୍ଦ୍ର ହେବାରେ ଲାଗିଛି। ମଙ୍ଗଳବାର ଦେଶରେ କୋଭିଡ୍ ୧୯ର ୩୧୫ଟି ନୂଆ ମାମଲା ଆସିଥିଲା । ଏହାସହିତ ପ୍ରଥମ ଥର ଲାଗି ଦେଶରେ ଗୋଟିଏ ଦିନରେ ୩୦୦ରୁ ଅଧିକ ଲୋକ କରୋନା ଆକ୍ରାନ୍ତ ହୋଇଛନ୍ତି । ଆସନ୍ତୁ ଜାଣିବା କେଉଁ ରାଜ୍ୟରେ କେତେ ଆକ୍ରାନ୍ତ ଅଛନ୍ତି।

 

The number of novel coronavirus cases climbed to 1,397 after 146 new infections were reported in the past 24 hours across the country, while the death toll due to the pandemic rose to 35, according to the Union Health Ministry. The highest number of cases of the deadly disease was reported from Kerala with 234 infections so far, followed by Maharashtra at 216 and Uttar Pradesh at 101.