Categories: Video

କେତେ ସମୟ ସ୍ମାର୍ଟ ଫୋନ ବ୍ୟବହାର କରୁଛନ୍ତି? | Smartphone addiction

ପିଲାଙ୍କ ଠାରୁ ଆରମ୍ଭ କରି, ୟଙ୍ଗଷ୍ଟାର ଏବଂ ସମସ୍ତଙ୍କ ହାତରେ ଏବେ ସ୍ମାର୍ଟ ଫୋନ୍ । ଆଜିର ଯୁଗରେ ଫୋନ୍ ସହ ଆମେ ଏଭଳି ଯୋଡି ହୋଇଯାଉଛେ, ଯାହାକୁ ୧ମିନିଟ ପାଇଁ ବି ନିଜଠୁ ଦୂରେଇ ରହି ପାରୁନେ । ମନ ମିଜାଜରେ ଏଥର ଟପିକ୍ ରହିଛି ‘କେତେ ସମୟ ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି ଚାଲନ୍ତୁ ଜାଣିବା ପବ୍ଲିକଙ୍କ ପ୍ରତିକ୍ରିୟା କଣ ରହୁଛି ।

Smartphones have broken all barriers to gain acceptance among all age groups and classes. Starting from young kids to the elderly, nearly everyone is addicted to smartphones. In this episode of Man Mijaj, we discuss if smartphones are controlling us instead of we controlling our phones. Let’s see what the denizens have to say on this.