କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀଙ୍କୁ ହାଇକୋର୍ଟଙ୍କ ନୋଟିସ

କଟକ ଅଫିସ,୭।୨: କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ହାଇକୋର୍ଟଙ୍କ ପକ୍ଷରୁ ନୋଟିସ୍‌ କରାଯାଇଛି। ବାଲେଶ୍ୱର ଲୋକ ସଭା ନିର୍ବାଚନ ମାମଲାରେ ତାଙ୍କୁ ନୋଟିସ ହୋଇଥିବା ସୂଚନା ମିଳିଛି। ତେବେ ସେ ସତ୍ୟପାଠରେ ଅପରାଧିକ ମାମଲା ନେଇ ତଥ୍ୟ ଲୁଚାଇବା ଅଭିଯୋଗ ହୋଇଛି। ଜଣେ ସାଧାରଣ ଭୋଟରଙ୍କ ମାମଲା ଆଧାରରେ କେନ୍ଦ୍ରମନ୍ତ୍ରୀଙ୍କୁ ନୋଟିସ କରାଯାଇଛି। ଏଥିସହ ମାର୍ଚ୍ଚ ୧୩ ତାରିଖରେ ପରବର୍ତ୍ତି ଶୁଣାଣି ଲାଗି ଦିନ ଧାର୍ଯ୍ୟକରାଯାଇଥିବା ସୂଚନା ମିଳିଛି।

Share