କେନ୍ଦ୍ରାପଡ଼ାରେ ଅନୁଭବ ଅଗରେ

କେନ୍ଦ୍ରାପଡ଼ା ଅଫିସ୍‌, ୨୩।୫- କେନ୍ଦ୍ରାପଡ଼ା ଲୋକ ସଭା ଆସନରେ ବିଜେଡି ପ୍ରାର୍ଥୀ ଅନୁଭବ ମହାନ୍ତି ୧୨ ରାଉଣ୍ଡ ଶେଷ ସୁଦ୍ଧା ୩୨,୩୦୩ ଭୋଟରେ ଆଗରେ ଅଛନ୍ତି। ତାଙ୍କ ପଛରେ ଅଛନ୍ତି ଭାଜପା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା। ବୈଜୟନ୍ତ ୧୨ ରାଉଣ୍ଡ ଶେଷ ସୁଦ୍ଧା ୬୩,୨୫୯ ଭୋଟ ପାଇଛନ୍ତି।