କେନ୍ଦ୍ରାପଡ଼ା ବିଧାନସଭା ଆସନରେ କଡ଼ା ଟକ୍କର

କେନ୍ଦ୍ରାପଡ଼ା ଅଫିସ୍‌, ୨୩।୫- କେନ୍ଦ୍ରାପଡ଼ା ବିଧାନସଭା ଆସନରେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀଙ୍କ ମଧ୍ୟରେ କଡ଼ା ଟକ୍କର ହେଉଛି। ୪ର୍ଥ ରାଉଣ୍ଡ ଗଣତି ପରେ ବିଜେଡି ପ୍ରାର୍ଥୀ ଶଶିଭୂଷଣ ବେହେରା ମାତ୍ର ୧୦୬୪ ଭୋଟରେ ଆଗରେ ଥିବା ଜଣାପଡ଼ିଛି। କଂଗ୍ରେସ ପ୍ରାର୍ଥୀ ଗଣେଶ୍ୱର ବେହେରା ୬୧୬୭ ଖଣ୍ଡ ଭୋଟ ପାଇଛନ୍ତି।