କେନ୍ଦ୍ରାପଡ଼ା ବିଧାନସଭା ଆସନରେ ଶଶିଭୂଷଣ ଆଗୁଆ

ମହାକାଳପଡ଼ା, ୨୩।୫ (ଡି.ଏନ୍‌.ଏ)- କେନ୍ଦ୍ରାପଡ଼ା ବିଧାନସଭା ଆସନରେ ବିଜେନି ପ୍ରାର୍ଥୀ ଶଶିଭୂଷଣ ବେହେରା ୨,୨୩୯ ଭୋଟରେ ଆଗରେ ଅଛନ୍ତି। ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ପ୍ରାର୍ଥୀ ଗଣେଶ୍ୱର ବେହେରା ୮,୮୫୧ ପାଇଛନ୍ତି।