କେନ୍ଦ୍ରାପଡ଼ା ବିଧାନସଭା ଆସନ, ବିଜେଡି ଆଗୁଆ

କେନ୍ଦ୍ରାପଡ଼ା ଅଫିସ୍‌, ୨୩।୫-କେନ୍ଦ୍ରାପଡ଼ା ବିଧାନସଭା ଆସନରେ ୧୯ ରାଉଣ୍ଡ ଭୋଟ ଗଣତି ଶେଷ ସୁଦ୍ଧା ବିଜେଡି ପ୍ରାର୍ଥୀ ଶଶିଭୂଷଣ ବେହେରା ୪,୬୯୬ ଭୋଟରେ ଆଗରେ ଅଛନ୍ତି।