Posted inଖେଳ

କେପିଏଲ ମ୍ୟାଚ୍‌ ଫିକ୍ସି: ବେଙ୍ଗାଲୁରୁ ପୋଲିସକୁ ସହାୟତା କରିବ ଆଇସିସି

ବାଙ୍ଗଲୋର,୦୧।୧୨- କର୍ନାଟକ ପ୍ରିମିୟର ଲିଗ୍‌ (କେପିଏଲ)ରେ ବେଟିଂ ଓ ମ୍ୟାଚ୍‌ ଫିକ୍ସିଂ ସ୍କାଣ୍ଡାଲର ତଦନ୍ତ କରୁଥିବା ବେଙ୍ଗାଲୁରୁ ପୋଲିସକୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ସମସ୍ତ ପ୍ରକାର ସହଯୋଗ କରିବା ଲାଗି ପ୍ରତିଶ୍ରୁତି ଦେଇଛି। ଆଇସିସି ପକ୍ଷରୁ ମେଲ ଜରିଆରେ ଆମ ତଦନ୍ତ ପ୍ରକ୍ରିୟାରେ ଖୁସି ପ୍ରକଟ କରିଛନ୍ତି ଆଇସିସି ଅଫିସିଆଲ। ତଦନ୍ତ ଜାରି ରଖିଛୁ। ଏହି ମେଲ ଆମ ଧୈର୍ଯ୍ୟକୁ ଦ୍ୱିଗୁଣିତ କରିଛି ବୋଲି ପୋଲିସ କମିଶନର ଭାଷ୍କର ରାଓ କହିଛନ୍ତି। ଜଣେ ସିନିୟର ପୋଲିସ ଅଫିସର କହିଛନ୍ତି, ଆଇସିସି ସହ ଯୋଗାଯୋଗ ହେବା ଦ୍ୱାରା ଆମ କାମ ସହଜ ହୋଇଯାଇଛି। କାରଣ ତଦନ୍ତ ପ୍ରକ୍ରୟାରେ ଆମକୁ ଜାତୀୟ ସ୍ତରୀୟ ଖେଳାଳିଙ୍କୁ ପଚରାଉଚରା କରିବାକୁ ପଡ଼ିବ। ଏଥିନେଇ ବିସିସିଆଇର ଅନୁମତି ଦରକାର। ଏଠାରୁ ଆମେ ସିଧା ଅନୁମତି ପାଇବାକୁ ହେଲେ ବହୁତ ଫର୍ମାଲିଟି ପୂରଣ କରିବାକୁ ପଡ଼ିଥାନ୍ତା। ୨୦୦୦ରେ ଆଇସିସି ଆଣ୍ଟି କରପଶନ ୟୁନିଟ (ଏସିୟୁ)ର ଗଠନ କରିଥିଲା। ଏହା କାର୍ଯ୍ୟ ଖେଳାଳି, ସପୋର୍ଟ ଷ୍ଟାଫ, ବୋର୍ଡ ସଦସ୍ୟଙ୍କ ସହ ବେଟିଂ ଓ ଦୁର୍ନୀତି ଉପରେ କାର୍ଯ୍ୟ କରେ। ଉଲ୍ଲେଖଥାଉ କି, ସେଣ୍ଟ୍ରାଲ କ୍ରାଇମ ବ୍ରାଞ୍ଚ (ସିସିବି) କେପିଏଲ ମ୍ୟାଚ୍‌ ଫ୍ୟାକ୍ସିଂ ସହ ଜଡ଼ିତ ଖେଳାଳି, ସପୋର୍ଟ ଷ୍ଟାଫ ଓ ମାଲିକଙ୍କ ସମେତ ୮ ଜଣଙ୍କୁ ଗିରଫ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମେଲବର୍ନ ବିମାନବନ୍ଦରରେ କୋହଲିଙ୍କ ସହ ଏମିତି କଲେ ବିଦେଶୀ ଖବରଦାତା, ରାଗିଗଲେ କିକ୍ରେଟର୍‌, ଜାଣନ୍ତୁ ପୂରା ମାମଲା

ନୂଆଦିଲ୍ଲୀ,୧୯।୧୨: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ବିଷୟରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ମେଲବର୍ନ ବିମାନବନ୍ଦରରେ କୋହଲିଙ୍କ ସହ ବିବାଦ ହୋଇଛି। ଖବର ଅନୁଯାୟୀ...

ହଠାତ୍‌ କାହିଁକି ଅବସର ନେଲେ ଆର.ଅଶ୍ୱିନ୍‌: ନିଜେ କଲେ ଖୁଲାସା

ବ୍ରିସବେନ,୧୯।୧୨: ଅଷ୍ଟ୍ରେଲିଆ ବିପକ୍ଷରେ ବ୍ରିସବେନ ଟେଷ୍ଟ ପରେ ରବି ଅଶ୍ୱିନ ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ନେଇଛନ୍ତି। ଅବସର ପରେ ଅଶ୍ୱିନ ଚେନ୍ନାଇରେ ପହଞ୍ଚିବା ପରେ ତାଙ୍କୁ...

ଭାରତ ଛାଡି ସବୁଦିନ ପାଇଁ ପରିବାର ସହ ଲଣ୍ଡନ ପଳାଇବେ ବିରାଟ କୋହଲି

ନୂଆଦିଲ୍ଲୀ,୧୯।୧୨: ଆଜିକାଲି ଟିମ ଇଣ୍ଡିଆର ଭେଟେରାନ ଖେଳାଳି ବିରାଟ କୋହଲି ଅଷ୍ଟ୍ରେଲିଆ ଗସ୍ତରେ ଅଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚରେ ସେ କିଛି ବିଶେଷ...

୪୫ ବର୍ଷ ପରେ ୨୦୨୪ରେ ଏମିତି ଲଜ୍ଜାଜନକ ରେକର୍ଡ କଲା ଭାରତ

ନୂଆଦିଲ୍ଲୀ,୧୯।୧୨: ୨୦୨୪ ବର୍ଷ ଭାରତୀୟ କ୍ରିକେଟ ପାଇଁ ଏପରି ଉତ୍ଥାନ-ପତନ ଆଣିଥିଲା, ଯାହା ପ୍ରଶଂସକମାନେ ଭୁଲିଯିବା କଷ୍ଟକର। ଯଦିଓ ଭାରତୀୟ ଦଳ ଚଳିତ ବର୍ଷ ଟି-୨୦...

ନ୍ୟୁଜିଲାଣ୍ଡକୁ ମିଳିଲା ଦିନିକିଆ-ଟି୨୦ର ନୂଆ ଅଧିନାୟକ

ନୂଆଦିଲ୍ଲୀ,୧୮।୧୨: ମିଚେଲ ସାଣ୍ଟନରଙ୍କୁ ଆଧିକାରୀକ ଭାବେ ନ୍ୟୁଜିଲାଣ୍ଡର ହ୍ବାଇଟ୍‌ ବଲ୍‌ ଟିମ୍‌ର ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି। ସେ କେନ୍‌ ଓ୍ବିଲିୟମସନଙ୍କ ସ୍ଥାନ ନେବେ, ଯିଏ...

ପୁଲଓ୍ବାମା ଶହୀଦଙ୍କ ପୁଅଙ୍କ ଜୀବନ ବଦଳାଇଦେଲେ ସେହ୍ବାଗ, ଟିମ୍‌ରେ ହେଲା ଚୟନ

ନୂଆଦିଲ୍ଲୀ,୧୮।୧୨: ୨୦୧୯ ଫେବୃଆରୀ ୧୪ରେ ପୁଲଓ୍ବାମାରେ ଆତଙ୍କବାଦୀମାନେ ସିଆର୍‌ପିଏଫ୍‌ ଯବାନଙ୍କ ବସ୍‌କୁ ଉଡାଇ ଦେଇଥିଲେ। ଏଥିରେ ୪୦ ଯବାନ ଶହୀଦ ହୋଇଥିଲେ। ଉକ୍ତ ଯବାନଙ୍କ ମଧ୍ୟରେ...

ଅଶ୍ୱିନଙ୍କ ସନ୍ନ୍ୟାସ ଘୋଷଣାର ସମୟକୁ ନେଇ ପ୍ରଶ୍ନ ଉଠାଇଲେ ଗାଭାସ୍କର, କହିଦେଲେ ଏମିତି

ବ୍ରିସବେନ,୧୮।୧୨: ଭାରତୀୟ ଟିମ୍‌ର ପୂର୍ବତନ ଅଧିନାୟକ ତଥା ନିଜ ସମୟର ଭେଟେରାନ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର ରବିଚନ୍ଦ୍ରନ ଅଶ୍ୱିନଙ୍କ ଅବସର ଘୋଷଣା ନେଇ ପ୍ରଶ୍ନ ଉଠାଇଛନ୍ତି।...

ତୁମେମାନେ ମୋତେ ମାରିଦେବ…ଅଶ୍ୱିନଙ୍କ ଅବସର ପରେ ଏମିତି କାହିଁକି କହିଲେ ରୋହିତ?

ନୂଆଦିଲ୍ଲୀ,୧୮।୧୨: ଗାବା ଟେଷ୍ଟ ଡ୍ର’ ହେବା ପରେ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଅବସର ଘୋଷଣା କରି ସମସ୍ତଙ୍କୁ ଚମକାଇଦେଇଛନ୍ତି। ଏହା ପରେ ସେ ଅଧିନାୟକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri