Categories: Video

କୋରାପୁଟରୁ କଟକ ଷ୍ଟୁଡିଓ- ନମିତାଙ୍କ କାହାଣୀ | Meet tribal singing sensation Namita

ବଣମଲ୍ଲୀ, ବଣରେ ମଉଳି ଯାଇନି । ସୁଦୁର କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ କାନାଗାଁ ପଂଚାୟତ ଚିନ୍ତାଗୁଡା ଗ୍ରାମର ଆଦିବାସୀ ଝିଅ ନମିତା ମେଲକା ଏବେ କଟକ ସିଡ଼ିଏ ସ୍ଥିତ ନ୍ୟୁ ରେକଡିଂ ଷ୍ଟୁଡିଓ ବୁଥରେ ଗୀତ ରେକଡିଂରେ ବ୍ୟସ୍ତ ।ନିଜର ସୁମଧୁର କଣ୍ଠ ପାଇଁ କିଛି ଦିନ ଭିତରେ ଇଣ୍ଟରନେଟ୍ ସେନସେସନ୍ ପାଲଟିଥିବା ନମିତାଙ୍କର ଗୋଟିଏ ଗୀତ ଏବେ କଟକ ଷ୍ଟୁଡ଼ିଓରେ ରେକଡିଂ କରାଯାଇଛି ।