ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନିକଟରେ ଏକ ଲମ୍ବୋରଘିନି କାର୍ କିଣିଛନ୍ତି। ଏହି କାର୍ରେ ପାଣ୍ଡ୍ୟା ନିଜ ବଡ଼ ଭାଇ କୃନାଲଙ୍କ ସହ ଜିମ୍ ଯାଉଥିବାବେଳର ଫଟୋ ଭାଇରାଲ ହୋଇଛି। ଏହି ଗାଡିର ମୂଲ୍ୟ ୩ରୁ ୫ ୫ କୋଟି ଟଙ୍କା ବୋଲି ଜଣାପଡିଛି। ଏପର୍ଯ୍ୟନ୍ତ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ସବୁଠୁ ମହଙ୍ଗା ୩କୋଟି ଟଙ୍କାର ଗାଡି ଚଲାଉଥିଲେ। ସେହିପରି ମହେନ୍ଦ୍ର ସିଂ ଧୋନୀଙ୍କର କୋଟିଏ ଟଙ୍କାର ଗାଡି ଅଛି। ସେମାନଙ୍କୁ ଟପି ଯାଇଛନ୍ତି ପାଣ୍ଡ୍ୟା।