Categories: ଜାତୀୟ

କ୍ୟାବିନେଟ୍‌ ନିଷ୍ପତ୍ତି: ରେଳ କର୍ମଚାରୀଙ୍କୁ ୭୮ ଦିନର ବୋନସ

ନୂଆଦିଲ୍ଲୀ,୧୮।୯: ରେଳ କର୍ମଚାରୀଙ୍କୁ ଚଳିତ ବର୍ଷ ୭୮ ଦିନର ବୋନସ୍‌ ଦିଆଯିବ। ଏନେଇ କ୍ୟାବିନେଟ୍‌ ପକ୍ଷରୁ ନିଷ୍ପତ୍ତି ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଗତ ୬ ବର୍ଷ ଧରି ରେଳ କର୍ମଚାରୀଙ୍କୁ ବୋନସ୍‌ ଦେଇ ଆସିଥିବାବେଳେ ଚଳିତ ବର୍ଷ ମଧ୍ୟ ଏଭଳି କରାଯାଇଛି। ଏହା ଦ୍ୱାରା ୧୧ ଲକ୍ଷ ରେଳ କର୍ମଚାରୀ ଉପକୃତ ହେବେ। ବୋନସ୍‌ ପାଇଁ ୨୦୨୪ କୋଟି ଟଙ୍କା ଖର୍ଚ୍ଚ ହେବ।

Share